ତେଲକୋଇ : ତେଲକୋଇ ବ୍ଲକ ଖୁଣ୍ଟାପଡା ଗ୍ରାମର ବ୍ରହ୍ମେଶ୍ବର ୟୁଥ୍ ଆସୋସିଏସନ୍ ପକ୍ଷରୁ ଶନିବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଗ୍ରାମର ଖେଳ ପଡିଆ ଚାରିପାଖରେ କୃଷ୍ଣ ଚୂଡା, ରାଧାଚୂଡା ଏବଂ ବଉଳ ଗଛ ଲଗାଯାଇ ଏକ ସବୁଜ ବିପ୍ଲବର ସ୍ଵପ୍ନକୁ ବାସ୍ତବ କରିବା ପାଇଁ ପ୍ରଥମ ପାଦ ଆଗେଇଛନ୍ତି। ଉକ୍ତ କାର୍ୟ୍ୟକ୍ରମରେ ସଭାପତି ଅଭିଷେକ ପ୍ରଧାନ, ଦିପକ କୁମାର ସାହୁ, ରାଜା ସାହୁ, ପୁପୁନ କୁମାର ସାହୁ, ମହେଶ୍ୱର ସାହୁ, ମାନସ ମହାକୁଡ଼, ଜଗଦିଶ ପତି, ବାସୁ , ଲିକୁ, ସନ୍ଦିପ ସାହୁ, ରାମ ସାହୁ, ଗୋବର୍ଦ୍ଧନ, ଫିଲୁ, ଟିଟୁ ସାହୁ, କୁନା ସାହୁ, ସୁଶାନ୍ତ ଏବଂ ସୁନିଲ୍ ସାହୁ ଅଂଶ ଗ୍ରହଣ କରିଥିଲେ ।
Popular Categories



