www.samajalive.in
Monday, December 8, 2025
17.1 C
Bhubaneswar

ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଏହି ଫଳ

ଫଳ ଖାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। କିନ୍ତୁ ଏପରି ଏକ ଫଳ ରହିଛି ଯାହା କେବଳ ସ୍ବାସ୍ଥ୍ୟ ନୁହେଁ ବରଂ ମୁହଁର ସୌନ୍ଦର୍ୟ୍ୟ ମଧ୍ୟ ବୃଦ୍ଧି କରିଥାଏ। ସେପରି ଫଳ ହେଉଛି କିୱି। ଏଥିରେ ସମସ୍ତ ପ୍ରକାରର ଭିଟାମିନ ରହିଛି। ତାକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ମୁହଁରୁ ଆପଣଙ୍କ ବୟସ ଜଣାପଡିଥାଏ। ଯଦି ଆପଣଙ୍କ ମୁହଁ ଶୁଷ୍କ ହୋଇଯାଇଛି ତେବେ କିୱି ଫଳ ଖାଆନ୍ତୁ। ଏହାଦ୍ବାରା ଆପଣ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇବ।

- Advertisement -

କିୱିରେ ଭିଟାମିନ-ଇ ରହିଛି। ଏହା ମୁହଁରୁ ମୃତକୋଷ ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହି ଫଳରେ ଫାଇବର ରହିଥିବାରୁ ତାକୁ ଖାଇବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ।
ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି କିୱି ଫଳ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ ହୋଇଥାଏ। କିୱି ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହାଦ୍ବାରା ମୁହଁ ସତେଜ ଦେଖାଯାଏ।

ସମୟ ବଦଳିବା ସହ ମୁହଁର ଚମକ କମି ଯାଇଥାଏ। କିନ୍ତୁ କିୱି ଫଳକୁ ମୁହଁରେ ଲଗାଇବା ଦ୍ବାରା ମୁହଁ ଚମକ ବଢିଥାଏ। କିୱିରେ ଭିଟାମିନ-ସି ଥିବାରୁ ତାହା ମୁହଁରୁ ମୃତକୋଷ ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ।

କିୱିରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ମୁହଁ କୁଞ୍ଚନ ହେବାରୁ ରକ୍ଷା କରିଥାଏ। ଏହାସହ ଅନେକ ରୋଗରୁ ଦୂରେଇ ରଖିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories