www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଚିକିତ୍ସା ଦେୟ ଓ ସହାୟତା ଉପରେ ଟିକସ ଛାଡ କଲେ କେନ୍ଦ୍ର ସରକାର

କୋଭିଡ-୧୯ ବିରୋଧରେ ଲଢ଼େଇକୁ ମଜବୁତ କରିବା ପାଇଁ ରାଜ୍ୟ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଆଜି (ଶୁକ୍ରବାର) ଟିକସ ରିହାତି ଘୋଷଣା କରିଛନ୍ତି। ସେ ଏହି ବିଷୟ ଘୋଷଣା କରି କହିଛନ୍ତି, କରୋନା ସଂକ୍ରମଣ କାରଣରୁ ଜଣେ କର୍ମଚାରୀ କିମ୍ବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ଚିକିତ୍ସା ପାଇଁ ପ୍ରଦାନ କରାଯାଇଥିବା ଅର୍ଥ ଉପରେ ୨୦୧୯-୨୦୨୦ ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଟିକସ ନିଆଯିବ ନାହିଁ।

କୋଭିଡ ଚିକିତ୍ସା କିମ୍ବା ଏଥି ଜନିତ ମୃତ୍ୟୁ କ୍ଷେତ୍ରରେ ଯେଉଁ ଦେୟ ପ୍ରଦାନ କରାଯାଇଛି ସେଥିରେ ଆୟକର ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୯-୨୦ କିମ୍ବା ପରବର୍ତ୍ତୀ ବର୍ଷ ପାଇଁ କରୋନା କାରଣରୁ କର୍ମଚାରୀଙ୍କ ମୃତ୍ୟୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁରେ ନିଯୁକ୍ତିଦାତା ଦ୍ୱାରା ଜଣେ କର୍ମଚାରୀଙ୍କ ପରିବାରକୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦିଆଯାଇ ଥିଲେ ତାହା ଉପରେ ମଧ୍ୟ ଟିକସ ଛାଡ କରାଯିବ। ତେବେ ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ସହାୟତା ରାଶି ୧୦ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories