www.samajalive.in
Tuesday, December 9, 2025
17.1 C
Bhubaneswar

ସରଳ ବାସ୍ତୁ ଉପାୟ

୧. ଅଶ୍ୱତ୍‍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର ଚଢାଇ ବା ଢାଳି ସାତ ଥର ପରିକ୍ରମା କରନ୍ତୁ । ଏହା ସହ ସୂର୍ୟ୍ୟ, ଶଙ୍କର ଓ ଅଶ୍ୱତ୍‍ଥ ବୃକ୍ଷକୁ ବିଧିବଦ୍ଧ ଭାବରେ ପୂଜା କରିବେ । ଏହାଦ୍ୱାରା ରାହୁ, କେତୁ, ଶନି ଓ ପିତୃ ଦୋଷ ନିବାରଣ ହୋଇଥାଏ।

୨. ପ୍ରଭାତରୁ ଉଠି ମାତା, ପିତା ଓ ଘରର ଗୁରୁଜନଙ୍କୁ ପ୍ରଣାମ କରି ଆର୍ଶୀବାଦ ପ୍ରାପ୍ତ କରିବା ସହ ୫ଟି ସୁଗନ୍ଧିତ ଅଗରବତି ଜଳାଇଲେ ଦିନର ଆରମ୍ଭ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି।

- Advertisement -

୩. ପ୍ରତିଦିନ ଗାଈକୁ ଗୁଡ ଓ ରୁଟି ଦେବା ସହ ଗାଈ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ।

୪. କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ପ୍ରତିଦିନ ପକ୍ଷୀମାନଙ୍କୁ ଦାନା ପକାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
୫. ଘରକୁ ଆସୁଥିବା ଅତିଥିଙ୍କୁ ନିସ୍ୱାର୍ଥପର ମନୋଭାବରେ ଚର୍ଚ୍ଚା କରନ୍ତୁ କାରଣ ଅତିଥି ଦେବତା ତୁଲ୍ୟ ।

୬. ସକାଳେ ରୋଷେଇ କରିବା ସମୟରେ ଗୋଟିଏ ରୁଟି ଅଗ୍ନିଦେବତାଙ୍କ ନାମରେ ପ୍ରସ୍ତୁତ କରି ଘିଅ ଓ ଗୁଡ ସହ ବୃହସ୍ପତିଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ୱାରା ଅଗ୍ନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

୭. ପ୍ରାତଃରୁ ସ୍ନାନ ସାରି ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଉପରେ ଜଳ ଚଢାଇ ୧୦୮ ଥର ଓଁ ନମ ଶିବାୟ ମନ୍ତ୍ର ଜପ କରି ନମସ୍କାର କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

୮. ସକାଳୁ ସ୍ନାନ ସାରି ସୂର୍ୟ୍ୟ ଭଗବାନଙ୍କୁ ଲାଲ ରଙ୍ଗର ପୁଷ୍ପ ଚଢାଇ ନମସ୍କାର କରନ୍ତୁ।

୯. ନିଜ ସାମର୍ଥ୍ୟ ଅନୁଯାୟୀ ଗରିବମାନଙ୍କୁ କିଛି ଦାନ ଦିଅନ୍ତୁ।

୧୦.ପିତୃଦୋଷରୁ ମୁକ୍ତି ପାଇଁ ନତିଦିନ ମହାଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories