www.samajalive.in
Tuesday, December 9, 2025
17.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ତାହା ପୁଣି ବୃଦ୍ଧି ପାଇଛି; ଗୋଟିଏ ଦିନରେ ରାଜ୍ୟରୁ ୬୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ; ନୂଆକରି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୯୭ ଏବଂ ସ୍ଥାନୀୟ ସଂକ୍ରମିତ ୨୬୨୨ ଜଣ ରହିଛନ୍ତି

ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ସପକ୍ଷରେ ପ୍ରଧାନ ବିଚାରପତି
ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

- Advertisement -

ମିଡିଆ ହାଉସ ଖୋଲିବେ ପାକିସ୍ତାନ ଓ ଚୀନ ; ପାଶ୍ଚାତ୍ୟର ସୂଚନା ବିସ୍ତାରବାଦ ନୀତିର କରିବେ ମୁକାବିଲା

ଜାମ୍ମୁ କାଶ୍ମୀରର ଦୁର୍ଗମ ଗ୍ରାମରେ ୧୦୦% ଟିକାକରଣ; ଭାରତରେ ପ୍ରଥମ

ବୋଡା ବିଦ୍ରୋହୀଙ୍କ ପାଇଁ ୧୬୦ କୋଟିର ପ୍ୟାକେଜ ; ପୁନର୍ବାସ ପ୍ୟାକେଜକୁ ଆସାମ ସରକାରଙ୍କ ଅନୁମୋଦନ

ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ ; ୮.୫ କିଲୋମିଟର ଦୀର୍ଘ ଟନେଲ ଶୀତ ଋତୁରେ ହେବ ଯୋଗାଯୋଗ ଜୀବନରେଖା

ହାତ ମିଳାଇବା ଆଳରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା

ଟାଟା ସନ୍ସ ବୋର୍ଡରେ ଯୋଗଦେବେ ନୋଏଲ ଟାଟା ; ରତନ ଟାଟାଙ୍କ ସାବତ ଭାଇ ନୋଏଲ

କାଳ ହେଲା ‘ମକ୍‌ ଡ୍ରିଲ୍‌’, ଅମ୍ଳଜାନ ନପାଇ ୨୨ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ, ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ବନ୍ଦ କର

ଯୁବ ଲେଖକଙ୍କ ପାଇଁ ‘ଯୁବା’ ଯୋଜନା, ୭୫ ଲେଖକଙ୍କୁ ମିଳିବ ୫୦ହଜାର ଲେଖାଏଁ ଭତ୍ତା

ଘରୋଇ ଡାକ୍ତରଖାନା ପାଇଁ ଟିକା ମୂଲ୍ୟ ଧାର୍ୟ୍ୟ – କୋଭିସିଲ୍ଡ ୭୮୦, କୋଭାକ୍ସିନ ୧୪୧୦ ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା

ବାବା କା ଢାବା ଦେବାଳିଆ; ନୂଆ ରେଷ୍ଟୁରାଣ୍ଟ ବନ୍ଦ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories