bjd gruha runa

ଗରିବ ପରିବାରକୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଜିଲା ପରିଷଦ ସଦସ୍ୟା

BJD Bijuli 480×75 Mob

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଗ୍ରାମର ଲକ୍ଷ୍ମୀ ନାରାୟଣୀ ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କରୋନା କଟକଣା ଯୋଗୁଁ ଖାଦ୍ୟ ସମସ୍ୟାରେ ପଡ଼ିଥିବା ପରିବାରଙ୍କୁ ରନ୍ଧା ଖାଦ୍ୟ ସହ ଶୁଖିଲା ଯୋଗାଇ ଦିଆଯାଉଛି । ଜିଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ ଗ୍ରାମକୁ ଯାଇ ରନ୍ଧା ଖାଦ୍ୟ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ଵୟଂ ସହାୟିକା ଗୋଷ୍ଠୀର ସଭାପତି ସତ୍ୟଭାମା ନାୟକ, ସମ୍ପାଦିକା ପଦ୍ମିନୀ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟାମାନେ ଏହି ମହତ କାର୍ୟ୍ୟ ହାତକୁ ନେଇଛନ୍ତି।

Comments are closed.