ଅପରାହ୍ନ ୧ଟା ସୁଦ୍ଧା ମୁଖ୍ୟ ଖବର (୨୦ ମେ ୨୦୨୧)
ଦେଶ/ବିଦେଶ ଖବର
– ସ୍ମାର୍ଟଫୋନରେ ଖୋଲିବ କାର୍, ଦୂରରେ ଥାଇ ଅନ୍ୟକୁ ଶେୟାର କରିପାରିବେ ଚାବି; ଗୁଗଲ ଆଣୁଛି ଆଣ୍ଡ୍ରଏଡ୍ ୧୨
– ବ୍ଲାକ୍ ଫଙ୍ଗସ: କିପରି ଚିହ୍ନିବା, କ’ଣ ପଦକ୍ଷେପ ନେବା ଜରୁରୀ ? ନିର୍ଦେଶାବଳୀ ଜାରି କଲା ଏମ୍ସ
– ପ୍ରେମର ତାଲା ଭାଙ୍ଗିବାକୁ ୧୦,୦୦୦ କିଲୋମିଟର ଯାତ୍ରାକଲେ ମହିଳା
– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୮୭୪ ମୃତ
– ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ
– ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର
-ବାତ୍ୟା ତାଉ-ତେ ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମେ ମାସରେ ୧୯୫୧ ପରେ ସର୍ବନିମ୍ନ
– କୋଭିଡ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ
– ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ
– ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍’ ରହିବ। ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’
– ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ
– ଜୁନରେ ଏସିଆ କପ୍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ
– ଭାରତରେ ବିଶ୍ୱକପ୍ ଓ ଇଂଲଣ୍ଡରେ ଆଇପିଏଲ୍ ପାଇଁ ବିସିସିଆଇର ଯୋଜନା
– ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ
– ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା
ରାଜ୍ୟ ଖବର
– ଅଜଣା ଗାଡି ଧକ୍କାରେ ମହିଳା ମୃତ; କରୋନା ସଂକ୍ରମଣ ଭୟରେ ଛୁଇଁଲେନି କେହି, ନିଜହାତରେ ଶବ ଉଠାଇଲେ ୨ପୁଲିସ ଅଧିକାରୀ
– କୁଲଡ଼ିହା ଅଭୟାରଣ୍ୟରେ ହାତୀ ଶାବକର ମୃତ୍ୟୁ
– ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ
-ପୂର୍ବତନ ଜାତୀୟ ଫୁଟବଲର ଅସିତ୍ ପାତ୍ରଙ୍କ ଦେହାନ୍ତ
– ଇସ୍ପାତ୍ ଉତ୍ପାଦନ ସହ ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍ ପ୍ଲାଂଟ୍ – ଧର୍ମେନ୍ଦ୍ର ପ୍ରଧାନ
Comments are closed.