www.samajalive.in
Tuesday, December 9, 2025
17.1 C
Bhubaneswar

ଓଡ଼ିଶାରେ ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ପାଇଁ ଆଦାନୀକୁ ୧୧୬୯ କୋଟିର ଟେଣ୍ଡର

ନୂଆଦିଲ୍ଲୀ: ରାୟପୁର-ବିଶାଖାପାଟଣା ଅର୍ଥନୈତିକ କରିଡର ଅଧୀନ ୧୩୦ ନମ୍ବର ଜାତୀୟ ରାଜପଥ ବଡ଼କୁମାରୀ-କାର୍କି ସେକ୍ସନର ଓଡ଼ିଶା ଅନ୍ତର୍ଗତ ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ପ୍ରକଳ୍ପ ହାତେଇଛି ଆଦାନୀ ଗ୍ରୁପ। ଆଦାନୀ ରୋଡ୍‌ ଟ୍ରାନ୍ସପୋର୍ଟ ଲିମିଟେଡ (ଏଆରଟିଏଲ) ଏହି ରାସ୍ତା ନିର୍ମାଣ କରିବ। ଏହି ପ୍ରକଳ୍ପର ମୂଲ୍ୟ ୧୧୬୯.୧୦ କୋଟି ଟଙ୍କା ରହିଛି। ଏଥିପାଇଁ ଏଆରଟିଏଲ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ)ଠାରୁ ଲେଟର ଅଫ ଆୱାର୍ଡ (ଏଲଓଏ) ଗ୍ରହଣ କରିଛି।

ଏହି ରାସ୍ତା ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ। ଏହି ପ୍ରକଳ୍ପକୁ ମିଶାଇ ଆଦାନୀ ଗ୍ରୁପ ଏନଏଚଏଆଇର ମୋଟ ୧୦ ପ୍ରକଳ୍ପ କାର୍ଯ୍ୟ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories