www.samajalive.in
Monday, December 8, 2025
27.1 C
Bhubaneswar

ବଦଳିଲେ ୧୩ ଓଏଏସ୍

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ୧୩ଜଣ ଓଏଏସଙ୍କୁ ବଦଳି ନିର୍ଦେଶ ଜାରି କରିଛନ୍ତି । ଏ ନେଇ ସୋମବାର ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବରଗଡ଼ର ଡେପୁଟି କଲେକ୍ଟର ସଞ୍ଜିବ କୁମାର ମେହେର ହେଲେ ଖପ୍ରାଖୋଲ ତହସିଲଦାର। ସେହିପରି ଗଞ୍ଜାମର ଡେପୁଟି କଲେକ୍ଟର ଶ୍ରୀ ରାଜ କିଶୋର ଜେନାଙ୍କୁ ବୁଗୁଡା ତହସିଲଦାର ଦାୟିତ୍ଵ, ଛତ୍ରପୁରର ଉପଜିଲାପାଳ ଦାୟିତ୍ଵରେ ଥିବା ବିଶ୍ଵମ୍ବର ରଥ ରେଭିନ୍ୟୁ ଡେପୁଟି କଲେକ୍ଟର ସହ ଛତ୍ରପୁର ଉପଜିଲାପାଳ ଦାୟିତ୍ଵ, ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଅନାଦି ଚରଣ ସାହୁଙ୍କୁ ତରଭା ତହସିଲଦାର, ଗଜପତିର ଡେପୁଟି କଲେକ୍ଟର ଭାସ୍କର ଚନ୍ଦ୍ର ସାହୁଙ୍କୁ ଗୁମ୍ମା ତହସିଲଦାର, ନବରଙ୍ଗପୁର ଡେପୁଟି କଲେକ୍ଟର ଶ୍ରୀ ଅନନ୍ତ କୁମାର ହଂସଧନଙ୍କୁ ମୋରଡା ତହସିଲଦାର, ରାୟଗଡା ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ରଙ୍କୁ ଗୁଣପୁର ତହସିଲଦାର, କଳାହାଣ୍ଡି ଡେପୁଟି କଲେକ୍ଟର ଶ୍ରୀ ଲଳିତ୍ ମଣ୍ଡଳଙ୍କୁ ମାଲକାନଗିରି ଡେପୁଟି କଲେକ୍ଟର ଏବଂ ବାଲେଶ୍ଵରର ଡେପୁଟି କଲେକ୍ଟର ସ୍ନିଗ୍ଧାଛାୟା ମହାପାତ୍ରଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର ଦାୟିତ୍ଵ ଦିଆଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories