www.samajalive.in
Monday, December 8, 2025
24.1 C
Bhubaneswar

ଗରୀବ ଓ ଅସହାୟଙ୍କୁ ଟୋପି ବଣ୍ଟନ

ଫୁଲବାଣୀ: ଫୁଲବାଣୀ ସହରରେ ଥିବା ବହୁ ସଂଖ୍ୟାରେ ଗରୀବ ଓ ଅସହାୟମାନଙ୍କୁ ଶନିବାର ରାତିରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଟୋପି ବଣ୍ଟନ କରାଯାଇଛି। ରୋଟାରି କ୍ଳବର ବରିଷ୍ଠ ସଦସ୍ୟ ବସନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଟୋପିକୁ ଟିମ୍‍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ପ୍ରଶାନ୍ତ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ଭି.ଜଗନ୍ନାଥ ରାଜୁ, ବିକାଶ ନାୟକ, ଏସ୍‍.କେ.ସାକିର୍‍, ଆଲୋକ ବିଶୋୟୀ, ଅନୁପ ବିକ୍ରମ ପାତ୍ର, ଲଲିତ୍‍ ମୋହନ ବିଶୋୟୀ, ଜ୍ୟୋତିର୍ମୟୀ ରଣା, ପ୍ରଶାନ୍ତ ସେନାପତି, ଲମ୍ବଦର ରଥ, ସାଇରାମ ପାତ୍ର, ସୁମିତ୍‍ କୁମାର ବେହେରା ଓ ଅନ୍ୟମାନେ ସହରର ବସଷ୍ଟାଣ୍ଡ, ବଜାର ଓ ଅନ୍ୟ ବିିଭିନ୍ନ ଅଞ୍ଚଳରେ ଥିବା ଗରୀବ ଓ ଅସହାୟମାନଙ୍କୁ ପ୍ରବଳ ଶୀତରେ ବୁଲୁ ବୁଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଦାନ କରିଥିଲେ।

ପ୍ରକାଶଯେ, ଗତ କିଛିଦିନ ହେଲା କନ୍ଧମାଳ ଜିଲରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଏଥିରେ ସାଧାରଣ ଜନତାଙ୍କ ପରି ଗରୀବ ଓ ଅସହାୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories