www.samajalive.in
Monday, December 8, 2025
27.1 C
Bhubaneswar

ମହାକାଶ ଷ୍ଟେସନରେ ପହଞ୍ଚିଲେ ୪ ମହାକାଶଚାରୀ

ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ପ୍ରଥମ ଥର ପାଇଁ ଚାରିଜଣ ମହାକାଶଚାରୀଙ୍କୁନେଇ ସଫଳତାର ସହିତ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅବତରଣ କରିଛି। ୨୭ ଘଣ୍ଟିଆ କକ୍ଷପଥ ବୁଲିବାପରେ ପରେ କ୍ରୁ -୧ ମିଶନ୍ ସ୍ପେଶ ଷ୍ଟେସନରେ ସୋମବାର ରାତିରେ ୪ ଜଣ ମହାକାଶଚାରୀ ଅବତରଣ କରିଛନ୍ତି। ଉକ୍ତ ୪ ମହାକାଶଚାରୀ ମାନେ ହେଲେ ନାସାର ଭିକ୍ଟର ଗ୍ଲୋଭର, ମାଇକ୍ ହପକିନ୍ସ, ଶାନନ୍ ୱାକର୍ ଏବଂ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରର ସୋଚି ନୋଗୁଚି।

ରେସିଲିଏନ୍ସ ନାମକ ସେମାନଙ୍କର କ୍ରୁ ଡ୍ରାଗନ୍ ମହାକାଶଯାନ ରବିବାର ସନ୍ଧ୍ୟାରେ (ନଭେମ୍ବର ୧୫) ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ରକେଟରେ ଉତକ୍ଷେପଣ କରିଥିଲା ଏବଂ ୨୭ ଘଣ୍ଟା ପରେ ଷ୍ଟେସନର ହରମୋନି ମଡ୍ୟୁଲ୍ ସହିତ ୧୧ଟା ସମୟରେ ଡକ୍ କରାଯାଇଥିଲା।

- Advertisement -

‘ସ୍ପେସ୍ ଏକ୍ସ, ଏହା ହେଉଛି ସ୍ଥିରତା। ଉତ୍କୃଷ୍ଟ କାର୍ଯ୍ୟ, କେନ୍ଦ୍ରକୁ ଠିକ୍ ବୋଲି ହପକିନ୍ସ କହିଥିବା ବେଳେ ଡକିଂ ପରେ ମିଶନ ନିୟନ୍ତ୍ରଣଥିବା କହିଛନ୍ତି। ସ୍ପେସ୍ ଏକ୍ସ ଏବଂ ନାସାକୁ ଅଭିନନ୍ଦନ ଜଣାଇଛନ୍ତି। ଫ୍ଲୋରିଡା ଉପକୂଳରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ବିମାନ ଉଡ଼ାଣର ଏହା ଏକ ନୂତନ ଯୁଗ ବୋଲି ସେ କହିଛନ୍ତି।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories