www.samajalive.in
Tuesday, December 9, 2025
16.1 C
Bhubaneswar

ଶୀତରେ ପାଦର ଯତ୍ନ

ଶୀତ ଋତୁର ଆରମ୍ଭରୁ ହିଁ ଅଧିକାଂଶଙ୍କ ପାଦ ଫଟା ସମସ୍ୟା ଦେଖାଦିଏ। ଏଣୁ ଏଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ନିୟମିତ ଭାବେ ପାଦରେ ସକାଳ ଓ ସଞ୍ଜରେ ମଏଶ୍ଚରାଇଜର୍ ଲଗାନ୍ତୁ। ଏହା ପାଦକୁ କୋମଳ ରଖିବା ସହ ପାଦ ଫଟାକୁ କମ୍ କରିଥାଏ।

  •  ଘରେ ମୋଜା ପିନ୍ଧି ଚଳପ୍ରଚଳ କରନ୍ତୁ। ଏପରି କରିବା ଦ୍ବାରା ପାଦରେ ଧୂଳିମଳି ନ ଲାଗିବା ସହ ଫଟା ମଧ୍ୟ ହୁଏନାହିଁ।
  • ସପ୍ତାହରେ ଥରୁଟିଏ ଉଷୁମ ପାଣିରେ ପାଦ ବୁଡ଼ାଇ ରଖିବା ଉଚିତ। ,ଏହା ଦ୍ବାରା ପାଦକୁ ଆରାମ ମିଳିଥାଏ।
  •  ୮ ରୁ ୧୦ ଗିଲାସ ପାଣି ପିଇବା ଦ୍ବାରା ଶରୀରକୁ ଉତ୍ତମ ପୋଷଣ ମିଳେ, ଯାହା ଦ୍ବାରା ତ୍ବଚା ଶୁଷ୍କ ହୁଏନାହିଁ। ପାଣି ଅଭାବରେ ହିଁ ଓଠ, ପାପୁଲି ଓ ପାଦରୁ ଚମ ଛାଡ଼େ।
  •  ଶୀତଦିନେ ପାଦ ନିମନ୍ତେ ଉଷୁମ ପାଣି ଚିକିତ୍ସା ଖୁବ୍ ଉପକାରୀ। ବିଶେଷଜ୍ଞଙ୍କ ମତରେ ପାଦ ଫାଟି ରକ୍ତ ବାହାରୁଥିଲେ ମଧ୍ୟ ଏଇ ଉପାୟ ଅବଲମ୍ବନ କରିବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories