କଟକ: ଆଠଗଡ଼ ବ୍ଲକର କୁଷ୍ପାଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକୋଲି ଗ୍ରାମକୁ ନଭେମ୍ବର ୧୬ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସରକୋଲି ଗ୍ରାମରେ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି କଟକ ଜିଲାପାଳ ସୂଚନା ଦେଇଛନ୍ତି।
Popular Categories



