www.samajalive.in
Tuesday, December 9, 2025
17.1 C
Bhubaneswar

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ

ଭୁବନେଶ୍ବର: କଂଗ୍ରେସ ରବିବାର ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି। ଗଞ୍ଜାମରୁ ରମେଶ ଜେନା, ଖୋର୍ଦ୍ଧାରୁ ସୁରେଶ କୁମାର ରାଉତରାୟ, ରାଉରକେଲାରୁ ଜର୍ଜ ତିର୍କୀ। ଢେଙ୍କାନାଳରୁ ସରୋଜ ପଟ୍ଟନାୟକ, ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କୁ ଦେଇଛି।

- Advertisement -

ସେହିପରି ଅନୁଗୁଳରୁ ବିପ୍ଲବ ଜେନା, ବଲାଙ୍ଗୀରିରୁ ଦିଲ୍ଲୀପ କୁମାର ବେହେରା, ବାଲେଶ୍ବର ସଞ୍ଜୀବ ଗିରି, ଭଦ୍ରକରୁ ସୁବ୍ରତ ଦାସ, ବୌଦ୍ଧରୁ ନବକିଶୋର ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ସହରରୁ ଗିରିବାଳା ବେହେରା, ଦେବଗଡ ଜିଲାରୁ ଉମା ଶଙ୍କର ସାହୁ, ଗଞ୍ଜାମ ଜିଲାରୁ ରମେଶ ଚନ୍ଦ୍ର ଜେନା, ଗଜପତିରୁ ଦାସରଥି ଗମାଙ୍ଗ, ଜଗତସିଂହପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ କୁମାର ରାଉତ, ଝାରସୁଗୁଡାରୁ ଭରତ ଆଭାସ୍ତି, କନ୍ଧମାଳରୁ ଅନାମ ନାୟକ, କେନ୍ଦୁଝରରୁ ବିପ୍ଲବ ମିଶ୍ର, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, କୋରାପୁଟରୁ ମିନାକ୍ଷୀ ବାହିନୀପତି, ମୟୁରଭଞ୍ଜରୁ ହେମନ୍ତ ଦାସ, ମାଲକାନଗିରିରୁ ଗୋବିନ୍ଦ ପାତ୍ର, ନୟାଗଡରୁ  ରଞ୍ଜିତ ଦାସ, ନୂଆପଡ଼ାରୁ ଘାସିରାମ ମାଝି, ପୁରୀରୁ ଅଜିତ ମଙ୍ଗରାଜ, ରାୟଗଡାରୁ ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁରରୁ ଗୌରୀଶ୍ୟାମ ପାଣ୍ଡା, ସୁନ୍ଦରଗଡରୁ ବେଣୁ ମାଧବ ତ୍ରିପାଠୀ ଓ କଳାହାଣ୍ଡିରୁ ଭରତ ଭୂଷଣ ବେମାଲଙ୍କୁ ମିଳିଲା ସାଂଗଠନିକ ଦାୟିତ୍ୱ ମିଳିଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories