ଅନୁଗୁଳ/ ଭୁବନେଶ୍ୱର : ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ପବିତ୍ର ଦିବସ ଅବସରରେ ଅନୁଗୁଳ ସଂସ୍କରଣ କାର୍ଯ୍ୟାଳୟରେ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।

ସେହିଭଳି ଉତ୍କଳବିଶ୍ୱ ବିଦ୍ୟାଳୟ ପରିସରରେ ମଧ୍ୟ ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।
ଅନୁଗୁଳ ଓ ଉତ୍କଳବିଶ୍ୱ ବିଦ୍ୟାଳୟ ପରିସରରେ ଉତ୍କଳମଣିଙ୍କ ଜନ୍ମଜୟନ୍ତୀ ପାଳନ
Popular Categories



