ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରାଜଭବନ ପେଟ୍ରୋଲପମ୍ପ ଅଞ୍ଚଳ ବିପଦମୁକ୍ତ। ଏନେଇ ଟ୍ୱିଟ ଯୋଗେ ଅଗ୍ନିଶମ ଡ଼ିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଗତକାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଗ୍ୟାସ ବାହାର କରାଯାଇଛି। ବର୍ତ୍ତମାନ ଆଉ କୌଣସି ବିପଦ ନାହିଁ ଏନେଇ ସ୍ପଷ୍ଟତା ପରେ ରାଜଭବନ ଅଞ୍ଚଳକୁ ବିପଦ ମୁକ୍ତ ଘୋଷଣା କରାଯାଇଛି।
ରାଜଧାନୀ ରାଜଭବନର ପେଟ୍ରୋଲପମ୍ପ ଅଞ୍ଚଳ ବିପଦମୁକ୍ତ; ଟ୍ୱିଟ ଯୋଗେ ଅଗ୍ନିଶମ ଡ଼ିଜିଙ୍କ ସୂଚନା
Popular Categories



