ଜୟପୁରର ଏକ ଜୁଆ ଆଡ୍ଡା ଉପରେ ଟାଉନ ପୁଲିସ ଚଢ଼ଉ କରି ୯ଜଣ ଜୁଆଡିଙ୍କଠାରୁ ମୋଟ୍ ୫୦,୨୦୦ ନଗଦ ଟଙ୍କା ସହ ୯ଟି ମୋବାଇଲ ଜବତ କରିଛି । ପାରାବେଡା ଅଂଚଳରେ ଏହି ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇବା ପରେ ପୁଲିସ ସେଠାରେ ଚଢାଉ କରିଥିଲା । ଜୁଆଡିମାନଙ୍କୁ ସିଆରପିସିର ଧାରା ୪୧ରେ ନୋଟିସ ଦେଇ ଛାଡି ଦିଆଯାଇଛି ।
Popular Categories



