www.samajalive.in
Wednesday, December 10, 2025
26.1 C
Bhubaneswar

ଦୀପିକା, ସାରା, ଶ୍ରଦ୍ଧାଙ୍କ ଫୋନ ଜବତ କଲା ଏନସିବି

ମୁମ୍ବଇ : ଡ୍ରଗ୍ସ ଲିଙ୍କ ଘଟଣାରେ ଅଭିନେତ୍ରୀ ଦୀପିକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)  ସଭିଁଙ୍କୁ ସମନ ପଠାଇ, ଜେରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ସାରା, ଶ୍ରଦ୍ଧା, ଦିପୀକାଙ୍କୁ ଏନସିବି ଅଧିକାରୀ ପଚରାଉଚରା କରିଥିଲେ। ଏହାସହ ତ୍ରୀ ଦିପୀକା ପାଦୁକନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର , ରାକୁଲପ୍ରୀତ ସିଂହ, ସିମୋନ ଖମ୍ବାଟା , କରିଶ୍କା ପ୍ରକାଶ, ଜୟା ଶାହଙ୍କ ଫୋନ ଏନସିବି ଜବତ କରିଛି ବୋଲି ସୂଚନା ମିଳିଛି।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories