www.samajalive.in
Sunday, December 7, 2025
15.1 C
Bhubaneswar

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଶନିବାର ୪୦୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧୪୧୬୫୭ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

- Advertisement -

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲାରୁ – ୪୧୨, କଟକ-  ୩୭୧ , ବରଗଡ଼ – ୧୬୯, ନବରଙ୍ଗପୁର- ୧୬୦ , ସୁନ୍ଦରଗଡ଼-  ୧୫୫ , କେନ୍ଦ୍ରାପଡ଼ା, ରାୟଗଡ଼ା-  ୧୪୫ , ଯାଜପୁର-  ୧୩୯ , ବଲାଙ୍ଗୀର-  ୧୨୩ , ଜଗତସିଂହପୁର- ୧୨୧ , କୋରାପୁଟ-  ୧୨୦ , ମୟୁରଭଞ୍ଜ- ୧୧୫ , ସୁବର୍ଣ୍ଣପୁର- ୧୧୦, ଭଦ୍ରକ- ୧୦୪ , ସମ୍ବଲପୁର-୯୯, ଝାରସୁଗୁଡ଼ା- ୯୩ , କେନ୍ଦୁଝର -୯୨ , ବାଲେଶ୍ୱର- ୯୧ , ନୟାଗଡ଼- ୮୩, ନୂଆପଡ଼ା- ୭୮ , ଅନୁଗୁଳ-  ୬୬, ଗଞ୍ଜାମ- ୫୬ , ଢେଙ୍କାନାଳ- ୫୦, କଳାହାଣ୍ଡି, ମାଲକାନଗିରି ଜିଲ୍ଲାରୁ – ୪୪ , କନ୍ଧମାଳ-  ୩୮ , ବୌଦ୍ଧ, ଗଜପତି ଜିଲ୍ଲାରୁ ୧୮ ଜଣ ଲେଖାଏଁ, ଦେବଗଡ଼- ୧୪ ଜଣ ଓ ଷ୍ଟେଟ ପୁଲରୁ ୨୧୨ ଜଣ ସୁସ୍ଥ ହୋଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories