www.samajalive.in
Tuesday, December 9, 2025
16.1 C
Bhubaneswar

ବାସ୍ତୁ ଉପାୟ : ଘରକୁ ଓ କର୍ମକ୍ଷେତ୍ରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ

କର୍ମକ୍ଷେତ୍ର ତଥା ଜୀବନରେ ସଫଳତା ପ୍ରାପ୍ତି ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଏ ବିଷୟରେ …..
ସକାଳେ କିଛି ସମୟ ସୂର୍ୟ୍ୟ କିରଣରେ ନିଶ୍ଚୟ ରୁହନ୍ତୁ। ଏପରି କରିବା ଦ୍ୱାରା ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସ୍ୱସ୍ତିକ, କଳସ, ଓଁ ଆଦିର ଚିତ୍ର ଲଗାଇଲେ ଗୃହରେ ସକରାତ୍ମକ ବାତାବରଣ ସର୍ବଦା ରହିଥାଏ।
ନିୟମିତ ପକ୍ଷୀଙ୍କୁ ଦାନା ଖୁଆନ୍ତୁ।
କର୍ମକ୍ଷେତ୍ରରେ ଓ ଘରେ ନିଜ ଆଖପାଖରେ ସର୍ବଦା ସକରାତ୍ମକ ବାତାବରଣ ରଖନ୍ତୁ।
ଘରକୁ ଓ କର୍ମକ୍ଷେତ୍ରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। କର୍ମକ୍ଷେତ୍ରରେ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ଧୂପ ପ୍ରଜ୍ୱଳନ କରି ଭଗବାନଙ୍କୁ ସ୍ମରଣ କରନ୍ତୁ।
ଟଙ୍କାପଇସା ସମ୍ବନ୍ଧିତ କାର୍ୟ୍ୟ କରିବା ପୂର୍ବରୁ ମା’ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ।
ନିଜ ଗୃହରେ ହସୁଥିବା ପିଲାଙ୍କ, ସୁନ୍ଦର ବଗିଚାର ଫୁଲ, ବସନ୍ତ ଋତୁ ଆଦିର ଚିତ୍ର ଲଗାନ୍ତୁ।
ଏହାସହ ବାସ୍ତୁ ଶାସ୍ତ୍ରରେ କେତେକ ବସ୍ତୁକୁ ଉପହାରରେ ଦେବା ଶୁଭ ବୋଲି କୁହାଯାଏ। ଯେପରି ମାଟି କିମ୍ବା ଅନ୍ୟ ପଦାର୍ଥରେ ପ୍ରସ୍ତୁତ ହାତୀ କିମ୍ବା ଯୋଡ଼ା ହାତୀ ଉପହାର ଦିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories