www.samajalive.in
Monday, December 8, 2025
20.1 C
Bhubaneswar

ମା’ ହେବେ କରୀନା : ପଟ୍ଟୌଦି ପରିବାରକୁ ଆସୁଛି ନୂଆ ଅତିଥି

ମୁମ୍ବଇ :  କରୀନା ଏବଂ ସୈଫ ଅଲ୍ଲୀ ଖାନ ନିଜ ଘରକୁ ଜଣେ ନୂତନ ଅତିଥି ଆସୁଥିବା ଖବରକୁ ସ୍ବୀକାର କରିଛନ୍ତି।​‌ ପଟ୍ଟୌଦି ପରିବାରକୁ ପୁଣି ଜଣେ ଶିଶୁ ଆସୁଥିବା ଜଣାପଡିଛି। କାରଣ କରୀନା କପୁର ଜଣେ ମା ହେବାକୁ ଯାଉଛନ୍ତି।

ନିଜର ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଡଢା’କୁ ନେଇ ଏକ ନମ୍ବର ଅଭିନେତା ଆମୀର ଖାନଙ୍କ ବ୍ୟସ୍ତ ଥିବାବେଳେ ଫିଲ୍ମର ନାୟିକା ତାଙ୍କ ସୁଟିଂକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। କାରଣ ଏହି ଫିଲ୍ମର ନାୟିକା ହେଉଛନ୍ତି କରୀନା।

- Advertisement -

ସୈଫ ଅଲି ଖାନ ଏବଂ କରୀନା କପୁର ଖାନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମ ପରିବାର ବୃଦ୍ଧି ଆଶା କରାଯାଉଥିବା ଘୋଷଣା କରି ଆମେ ଖୁସି। ତେବେ ସେ ସମସ୍ତ ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Image Source : Social Media

କପୁର ପରିବାର କରୀନା କପୁର ଏହି ଖବରକୁ ତାଙ୍କ ମା ଏବଂ ଘନିଷ୍ଠ ପରିବାର ସଦସ୍ୟଙ୍କ ସହ ସେୟାର କରିଛନ୍ତି। କରୀନା କପୁର ଏବଂ ସୈଫ ଅଲି ଖାନ ହେଉଛନ୍ତି ପ୍ରଥମ ସିନେ ଦମ୍ପତି ଯିଏକି କୋରାନା ସମୟରେ ଘରେ ନୂଆ ଅତିଥିଙ୍କ ଆଗମନ ସଂପର୍କରେ ସୂଚନା ବାଣ୍ଟିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories