www.samajalive.in
Monday, December 8, 2025
27.1 C
Bhubaneswar

ହିରୋସୀମା ଆମକୁ ପରମାଣୁ ବୋମାର ପ୍ରୟୋଗର ଅବ୍ୟକ୍ତ ଦୁଃଖ ଏବଂ ଶୋକପୂର୍ଣ୍ଣ ଘଟଣା ସଂପର୍କରେ ମନେ ପକାଇଦିଏ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିରୋସୀମା ଦିବସ ଉପଲକ୍ଷେ କହିଛନ୍ତି ଯେ ହିରୋସୀମା ଆମକୁ ପରମାଣୁ ବୋମାର ପ୍ରୟୋଗର ଅବ୍ୟକ୍ତ ଦୁଃଖ, ଧ୍ୱଂସ, ଅବର୍ଣ୍ଣନୀୟ ଏବଂ ଶୋକପୂର୍ଣ୍ଣ ଘଟଣା ସଂପର୍କରେ ମନେ ପକାଇଦିଏ । ମାନବ ଜାତିର ଭବିଷ୍ୟତ ପାଇଁ ପରମାଣୁ ଅସ୍ତ୍ର ଯେପରି ଆମ ନିୟନ୍ତ୍ରଣରେ ରହି ସର୍ବକାଳୀନ ଶାନ୍ତି ସ୍ଥାପନରେ ସହାୟକ ହେବ, ସେଥିପ୍ରତି ସମସ୍ତେ ଏକତି୍ରତ ହେବାକୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଅହମଦାବାଦ୍‌ସ୍ଥିତ ଏକ କୋଭିଡ୍‌ ହସ୍‌ପିଟାଲ୍‌ରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖକୁ ସହନ କରିବା ନିମନ୍ତେ ଶକ୍ତି ମିଳୁ ବୋଲି ସେ କହିବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories