www.samajalive.in
Tuesday, December 9, 2025
17.1 C
Bhubaneswar

ରାଉରକେଲାରେ ଲାଗୁ ହେଲା ସାପ୍ତାହିକ ସଟଡ଼ାଉନ ନିୟମ

ରାଉରକେଲା : ରାଉରକେଲା ତଥା ସୁନ୍ଦରଗଡ଼ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଠାରେ ସାପ୍ତାହର ଶେଷ୨ ଦିନ ସଟଡ଼ାଉନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ଶୁକ୍ରବାର ଜଣାପଡ଼ିଛି। ଆସନ୍ତା ଜୁଲାଇ ୧୧ରୁ ୩୧ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଓ ରବିବାର ରାଉରକେଲା ମହାନଗର, ଇସ୍ପାତ ସହରାଂଚଳ ଓ କଲୁଙ୍ଗା ଶିଳ୍ପାଂଚଳ ସଟଡ଼ାଉନ ରହିବ। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ମାତ୍ର ଏହି ସଟଡ଼ାଉନ ସମୟରେ ଔଷଧ ଦୋକାନ, ମେଡ଼ିକାଲ ସେବା, ତେଜରାତି ଦୋକାନ, କ୍ଷୀର ଦୋକାନ ଆଦି ସକାଳ ୬ ରୁ ଦିନ ୨ଟା ଯାଏଁ ଖୋଲା ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories