ବିବାହର ବିଷୟରେ ବହୁ ତଥ୍ୟ ଜାତକରେ ରହିଥାଏ। କନ୍ୟା ମାନଙ୍କର ଜାତକର ସପ୍ତମ ଭାଗ ଏବଂ ବୃହସ୍ପତି ତାଙ୍କର ଜୀବନସାଥିଙ୍କ ସହ ସମ୍ବନ୍ଧୀତ। ଶୁକ୍ରଙ୍କର ଅବସ୍ଥିତି ଜୀବନସାଥିଙ୍କର ସ୍ୱଭାବ ଏବଂ କର୍ମକ୍ଷେତ୍ର ବିଷୟରେ ସୂଚନା ଦେଇଥାଏ। ଏହାସହ ବହୁ ତଥ୍ୟ ରାଶିରୁ ମଧ୍ୟ ଜଣାଯାଏ।
ଚନ୍ଦ୍ରମା, ଶୁକ୍ର କିମ୍ବା ବୁଧ ପ୍ରଧାନରେ ଥିଲେ ମହିଳାଙ୍କୁ ଅଧିକ ଉନ୍ନତିକ୍ଷମ ସ୍ୱାମୀ ମିଳନ୍ତି।
ମହିଳାଙ୍କ ଜାତକରେ ଶୁକ୍ର ଓ ଚନ୍ଦ୍ରମା ଉତ୍ତମ ସ୍ଥାନରେ ଥିଲେ ତାଙ୍କ ଜୀବନସାଥୀ ଶାନ୍ତ ସ୍ୱଭାବର ହୋଇଥାଆନ୍ତି।
ଯେଉଁମାନଙ୍କର ଜାତକରେ ବୃହସ୍ପତି ତଥା ମଙ୍ଗଳ ରହିଥାଆନ୍ତି, ସେମାନଙ୍କ ପତି ସାଧାରଣ ହୋଇଥାଆନ୍ତି।
ବୃଷ, କନ୍ୟା, ମକର, ମେଷ, ସିଂହ, ଧନୁ ରାଶି ମହିଳା ମାନଙ୍କର ପତି ଆଶାଜନକ ରୋଜଗାର କରିଥାଆନ୍ତି।
ଯଦି କନ୍ୟା ମାନଙ୍କର ଆଙ୍ଗୁଠି ପତଳା ଏବଂ ସରୁ ତେବେ ସେମାନଙ୍କ ଜୀବନସାଥୀଙ୍କର ସାଧାରଣ ଚାକିରୀ ହେବାର ସମ୍ଭାବନା ଅଧିକ ରହିଥାଏ।
କର୍କଟ, ବିଛା , ମୀନ, ମିଥୁନ, ତୁଳା , କୁମ୍ଭ, ରାଶି କନ୍ୟା ମାନଙ୍କୁ ଅଧିକ ନାମ କରିଥିବା ଜୀବନସାଥି ମିଳନ୍ତି।
ବୃଷ, କନ୍ୟା, ମକର ରାଶି ମାନଙ୍କ ପତି ଅଧିକ ଶାନ୍ତ ଚରିତ୍ରର ହୋଇଥାଆନ୍ତି।
ଜାଣନ୍ତୁ କିଭଳି ହେବେ ଆପଣଙ୍କ ଜୀବନସାଥୀ
Popular Categories



