www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ

ଭୁବନେଶ୍ବର : ଭାରତର ବିଭିନ୍ନ ରାଜ୍ୟରେ ରହିଯାଇଥିବା ଓଡ଼ିଆମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଏବେ ଘରକୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି। ସେମାନେ କିଭଳି ରାଜ୍ୟକୁ ସୁବିଧାରେ ଆସିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ଏହି କ୍ରମରେ ରବିବାର ସରକାର ୧୦ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସସରଙ୍କୁ ବିଭିନ୍ନ ରାଜ୍ୟ ପାଇଁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଥିବା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

 ରାଜ୍ୟ                ନୋଡାଲ ଅଧିକାରୀ                   ଫୋନ୍‌ ନମ୍ବର
ତେଲଙ୍ଗାନା         ଡଃ ୟେଦୁଲା ବିଜୟ                ୦୬୭୪-୨୩୨୩୬୬୮
ଆନ୍ଧ୍ର ପ୍ରଦେଶ      ବି ପରମେଶ୍ବରନ୍                    ୦୬୭୪-୨୩୯୩୨୭୫
ପଶ୍ଚିମ ବଙ୍ଗ      ଭାସ୍କରଜ୍ୟୋତି ସାମଲ               ୦୬୭୪-୨୩୯୦୧୧୬
ଗୁଜରାଟ       ଡଃ ନିତିନ ଭାନୁଦାସ ଜାୱଲେ         ୦୬୭୪-୨୫୪୩୪୬୧
ମହାରାଷ୍ଟ୍ର       ରାଜେଶ ପ୍ରଭାକର ପାଟିଲ            ୦୬୭୪-୨୩୯୨୯୦୬
ତାମିଲନାଡ଼ୁ      ଚିତ୍ରା ଅରୁମୁଗମ୍‌                      ୦୬୭୪-୨୫୩୬୬୩୧
ବିହାର/ଝାଡ଼ଖଣ୍ଡ  ଏମ୍‌ଡି ସାଦିକ୍‌ ଆଲାମ୍‌             ୦୬୭୪-୨୫୭୩୩୧୦
କେରଳ          ଡଃ ଏମ୍‌ ମୁଥୁକୁମାର                 ୦୬୭୪-୨୩୯୫୫୩୨
ନୂଆଦିଲ୍ଲୀ/ଏନ୍‌ସିଆର୍‌   ରବି କାନ୍ତ                    ୦୬୭୪-୨୫୩୩୨୩୦

ଅନ୍ୟ ସମସ୍ତ ରାଜ୍ୟ   ଅମିତାଭ ଠାକୁର             ୦୬୭୪-୨୫୩୩୨୩୦

ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଆମାନେ ସଂପୃକ୍ତ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ନୋଡାଲ୍‌ ଅଧିକାରୀଙ୍କ ସହ ସେମାନଙ୍କ ଫୋନ୍‌ ନମ୍ବରରେ ଯୋଗାଯୋଗ କରି ଓଡ଼ିଶା ଫେରିବାର ବନ୍ଦୋବସ୍ତ ସଂପର୍କରେ ଅବଗତ ହୋଇପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories