www.samajalive.in
Monday, December 8, 2025
20.1 C
Bhubaneswar

ସଂସଦର ପରବର୍ତ୍ତୀ ଅଧିବେଶନ କୋଭିଡ-୧୯ ପରିସ୍ଥିତି ଉପରେ ନିର୍ଭର କରେ – ଉପରାଷ୍ଟ୍ରପତି

ସମାଜ ପୋର୍ଟାଲ ଡେସ୍କ: ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ କହିଛନ୍ତି ଯେ ସଂସଦର ପରବର୍ତ୍ତୀ ଅଧିବେଶନ ଦେଶରେ କରୋନା ସଂକ୍ରମଣ ସ୍ଥିତି ଉପରେ ନିର୍ଭର କରେ। ରାଜ୍ୟସଭା ଅଧ୍ୟକ୍ଷ ଥିବା ନାଇଡୁ ‘ମିଶନ କନେକ୍ଟ’ର ଏକ ଅଂଶ ଭାବରେ ସାଂସଦଙ୍କ ସମେତ ବର୍ତ୍ତମାନ ଓ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଚାରପତିମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ସୂଚନା ଅନୁଯାୟୀ, ନାଇଡୁଙ୍କ ସହ କଥାବାର୍ତ୍ତା ବେଳେ କିଛି ସଦସ୍ୟ ସଂସଦର ପରବର୍ତ୍ତୀ ଅଧିବେଶନ ବିଷୟରେ ପଚାରିଥିଲେ ଓ ନାଇଡୁ ସେମାନଙ୍କୁ କହିଥିଲେ ଯେ ପରବର୍ତ୍ତୀ ଅଧିବେଶନ ଦେଶରେ ସମ୍ପ୍ରତି ଗୁରୁତର ରୂପ ଧାରଣ କରିଥିବା କରୋନା ସଂକ୍ରମଣ ସ୍ଥିତି ଉପରେ ନିର୍ଭର କରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ଦେଶରେ ଏହି ଭୁତାଣୁ ବ୍ୟାପୁଥିବାରୁ ଏ ନେଇ ଏବେ ଠାରୁ କିଛି କହିବା ସମ୍ଭବ ନୁହେଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories