www.samajalive.in
Monday, December 8, 2025
27.1 C
Bhubaneswar

ରାୟଗଡ଼ାରେ ଖୋଲିଲା ୧୦୦ ଶଯ୍ୟାର କୋବିଦ-୧୯ ଡ଼ାକ୍ତରଖାନା

ରାୟଗଡ଼ା : ରାୟଗଡ଼ା ସହରସ୍ଥିତ ଇଏସ୍ଆଇ ହସ୍ପିଟାଲରେ ଖୋଲାଯାଇଛି ୧୦୦ ଶଯ୍ୟା ବିଶିଷ୍ଟ କୋବିଦ-୧୯ ଡ଼ାକ୍ତରଖାନା । ସାମ୍ପ୍ରତିକ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ଜିଲାରେ କୋବିଦ-୧୯ ଡ଼ାକ୍ତରଖାନା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ରାୟଗଡ଼ାରେ କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ କରାଯାଇଛି । ଜିଲାପାଳ ପ୍ରମୋଦ କୁମାର ବେହେରା ଏହାକୁ ବିଧିବଦ୍ଧ ଭାବରେ ଉଦ୍ଘାଟନ କରିଛନ୍ତି । ଜିଲାରେ କରୋନାରେ କେହି ସଂକ୍ରମିତ ହୋଇ ନାହାନ୍ତି । ତଥାପି ଏଥିପାଇଁ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି ଏବଂ ଏଠାରେ ଚିକିତ୍ସା ସହ କ୍ବାରେଣ୍ଟାଇନରେ ରଖାଯିବା ବ୍ୟବସ୍ଥା ହୋଇଛି ବୋଲି ଜିଲାପାଳ କହିଛନ୍ତି ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories