www.samajalive.in
Monday, December 8, 2025
16.1 C
Bhubaneswar

କଲମ୍ବୋ ଚୀନ ଦୂତାବାସ ଟ୍ବିଟର ଆକାଉଣ୍ଟ ରଦ୍ଦ

କଲମ୍ବୋ: ଟ୍ବିଟର କଲମ୍ବୋସ୍ଥିତ ଚୀନ ଦୂତାବାସର ଟ୍ବିଟର ଆକାଉଣ୍ଟକୁ ରଦ୍ଦ କରିଛି । କରୋନା ଭୂତାଣୁ ସଂକ୍ରମଣକୁ ନେଇ ଚୀନକୁ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ଏହି ଆକାଉଣ୍ଟରୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ସେହପରି ଶ୍ରୀଲଙ୍କାର ଏକ ଦୈନିକ ସମ୍ବାଦପତ୍ର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଉପରେ ମଧ୍ୟ ଦୂତାବାସ ପକ୍ଷରୁ ଟ୍ବିଟରରେ କଡ଼ା ଟିପ୍ପଣୀ ଦିଆଯାଇଥିଲା, ଯାହା ଉପରେ ଅନେକ ଶ୍ରୀଲଙ୍କା ନାଗରିକ ଆପତ୍ତି ଉଠାଇଥିଲେ । ଅନ୍ୟପକ୍ଷରେ ଚୀନ ଦୂତାବାସ ମୁଖପାତ୍ର ଲିଉ ଡ଼ଙ୍ଗ ବର୍ତ୍ତମାନ ସୁଦ୍ଧା ଟ୍ବିଟର ଆକାଉଣ୍ଟ ରଦ୍ଦ କରାଯାଇଥିବା କାରଣ ସେମାନଙ୍କୁ ଅବଗତ କରାଯାଇ ନ ଥିବା କହିଛନ୍ତି । ଏହାକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଟ୍ବିଟର କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories