www.samajalive.in
Monday, December 8, 2025
27.1 C
Bhubaneswar

ବଲାଙ୍ଗିର ଓ କନ୍ଧମାଳରେ ଖେଲିବ ୩୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍‍-୧୯ ହସ୍ପିଟାଲ୍‍

କନ୍ଧମାଳ : ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲରେ ୩୫୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ଼୍‍- ୧୯ ହସ୍ପିଟାଲ୍‍ ଖେଲିବାପାଇଁ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଖଣି ନିଗମ (ଓଏମସି), କିମ୍‍ସ୍‍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହେଇଛି। ଏହି ହସ୍ପିଟାଲ୍‍ରେ ୧୦ଟି ଆଇସିୟୁ ଶଯ୍ୟା ରହିବ । ବୁଝାମଣା ଅନୁସାରେ ବଲାଙ୍ଗୀରେ ୨୦୦ ଶଯ୍ୟାର କୋଭିଡ଼୍‍-୧୯ ହସ୍ପିଟାଲ୍‍ ଖୋଲିବ ।
ସେହିପରି କନ୍ଧମାଳରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼୍‍-୧୯ ହସ୍ପିଟାଲ୍‍ ଖୋଲିବ । ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତତଙ୍କ ଉପସ୍ଥିତିରେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା.ଡି ଏବଂ କିମ୍‍ସ୍‍ର ସିଇଓ ଡ଼କ୍ଟର ବିଷ୍ଣୁ ପାଣିଗ୍ରାହୀ ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ସୁବିଧା ଯୋଗାଇ ଦେବ। ଓଏମସି ସମସ୍ତ ଖର୍ଚ୍ଚ ବହନ କରିବ ଏବଂ କିମ୍‍ସ୍‍କୁ ଡାକ୍ତର ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ନିଯୁକ୍ତି ଦାୟିତ୍ୱ ଦିଆଯାଇଛି ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories