ରୋମ : କରୋନା ଭୂତାଣୁ ସଂକ୍ରମଣରେ ଇଟାଲୀରେ ବୁଧବାର ଆଉ ୪୭୫ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ସମଗ୍ର ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ। ଏବେ ଚୀନ୍ ବାହାରେ ସର୍ବାଧିକ କରୋନା ଭୂତାଣୁ ମାମଲା ଇଟାଲୀରେ ସାମ୍ନାକୁ ଆସିଥିବା ବେଳେ ସେଠାରେ ଏପର୍ଯ୍ୟନ୍ତ ୨ହଜାର ୯୭୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୫ହଜାର ୭୧୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଗତବର୍ଷ ପ୍ରଥମ କରି ଏହି ରୋଗ ଚୀନରେ ଚିହ୍ନଟ
ହେବା ପରଠାରୁ ଇଟାଲୀରେ ଗୋଟିଏ ଦିନରେ ଏହି ସର୍ବାଧିକ ମୃତ୍ୟୁ ଘଟିଛି।
କରୋନା ସଂକ୍ରମଣ : ଇଟାଲୀରେ ଗୋଟିଏ ଦିନରେ ୪୭୫ ଜଣଙ୍କର ମୃତ୍ୟୁ
Popular Categories



