www.samajalive.in
Monday, December 8, 2025
27.1 C
Bhubaneswar

କମିଶନରେଟ ପୁଲିସର ନିର୍ଦ୍ଦେଶକୁ ବେଖାତିର : ଖୋଲା ରହିଲା ମଲ

ଭୁବନେଶ୍ଵର: କରୋନା ପାଇଁ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ଵରରେ ସମସ୍ତ ଶପିଂ ମଲକୁ ବନ୍ଦ ରଖିବାକୁ କମିଶନରେଟ ପୁଲିସ ନିର୍ଦେଶ ଜାରି କରିଥଥିବା ବେଳେ କେତକ ମଲ ସୋମବାର ବନ୍ଦ ଥିବାବେଲେ ଆଉ କେତକ ମଲ ଖୋଲା ଥିବା ଦେଖିବାକୁ ମିଳିଛି।

ଭୟଙ୍କର କରୋନା ଭୂତାଣୁ ଓଡ଼ିଶାରେ ପହଞ୍ଚିଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପୂର୍ବରୁ ସରକାର ଆସନ୍ତା ୩୧ ତାରିଖ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବାବେଳେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ଵରରେ ସମସ୍ତ ଶପିଂ ମଲକୁ ବନ୍ଦ ରଖିବାକୁ କମିଶନରେଟ ପୁଲିସ ନିର୍ଦେଶ ଜାରି କରିଥିଲେ। ସୋମବାରଠାରୁ ଆସନ୍ତା ୩୧ ତାରିଖ ଯାଏ ସବୁ ମଲ୍‌ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

- Advertisement -

ଭୁବନେଶ୍ଵର: କରୋନା ପାଇଁ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ଵରରେ ସମସ୍ତ ଶପିଂ ମଲକୁ ବନ୍ଦ ରଖିବାକୁ କମିଶନରେଟ ପୁଲିସ ନିର୍ଦେଶ ଜାରି କରିଥଥିବା ବେଳେ କେତକ ମଲ ସୋମବାର ବନ୍ଦ ଥିବାବେଲେ କେତେକ ମଲ ଖୋଲା ଥିବା ଦେଖିବାକୁ ମିଳିଛି।

ଭୟଙ୍କର କରୋନା ଭୂତାଣୁ ଓଡ଼ିଶାରେ ପହଞ୍ଚିଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ପୂର୍ବରୁ ସରକାର ଆସନ୍ତା ୩୧ ତାରିଖ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବାବେଳେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ଵରରେ ସମସ୍ତ ଶପିଂ ମଲକୁ ବନ୍ଦ ରଖିବାକୁ କମିଶନରେଟ ପୁଲିସ ନିର୍ଦେଶ ଜାରି କରିଥିଲେ। ସୋମବାରଠାରୁ ଆସନ୍ତା ୩୧ ତାରିଖ ଯାଏ ସବୁ ମଲ୍‌ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories