www.samajalive.in
Monday, December 8, 2025
27.1 C
Bhubaneswar

ଖାଲି ପେଟରେ ଖାଆନ୍ତୁ ରସୁଣ ; ମିଳିବ ଅନେକ ରୋଗରୁ ମୁକ୍ତି

ଏହା ଆମେ ସମ​‌ସ୍ତେ ଜାଣନ୍ତି ଯେ, ରସୁଣ ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀର ପାଇଁ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।​‌ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟାର ରସୁଣ ଘରୋଇ ଉପଚାର ହୋଇଥାଏ। ବିଶେଷ କରି ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଆମକୁ କି ଲାଭ ମିଳିଥାଏ।

– ଯଦି ଆପଣଙ୍କର ରକ୍ତଚାପ ସମସ୍ୟା ଥାଏ, ତେବେ ଖାଲିପେଟରେ ୨ରୁ ୩ କୋଲା ରସୁଣ ଖାଆନ୍ତୁ। ରସୁଣରେ ରକ୍ତଚାପ ନିୟନ୍ତ୍ରଣ କ୍ଷମତା ଅଛି। ସକାଳୁ ଖାଲିପେଟରେ ରସୁଣ ଚୋବାଇ ଖାଇବା ଲାଭଦାୟକ ହୋଇଥାଏ।

- Advertisement -

– ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ହୃଦ୍‌ଘାତ ଆଶଙ୍କା ଦୂର କରିଥାଏ। ରସୁଣ ରକ୍ତ ଜମାଟ ହେବାକୁ ଦେଇ ନ ଥାଏ। ହୃଦରୋଗରୁ ବର୍ତ୍ତିବା ପାଇଁ ସକାଳୁ ଖାଲିପେଟରେ ରସୁଣ ଖାଇବା ଉଚିତ।

– ପେଟ ଓ ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବା ଲାଗି ଖାଲିପେଟରେ ରସୁଣ ଖାଆନ୍ତୁ।

– ଖାଲିପେଟରେ ରସୁଣ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିଥାଏ। ଏହାସହ ପାଚନତନ୍ତ୍ର ଠିକ୍‌ ରହିଥାଏ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories