www.samajalive.in
Thursday, December 11, 2025
23.1 C
Bhubaneswar

ଭାରତୀୟ ଜାହାଜ ସହ ପିଟି ହୋଇ ବୁଡ଼ିଲା ବାଂଲାଦେଶୀ ଡଙ୍ଗା

କୋଲକାତା : କୋଲକାତା ବନ୍ଦରରେ ଭାରତୀୟ ଜାହଜକୁ ଧକ୍କା ଦେଇ ଗୁରୁବାର ଏକ ବାଂଲାଦେଶୀ ଡଙ୍ଗା ହୁଗଲି ନଦୀରେ ବୁଡ଼ି ଯାଇଥିବା ଜଣାପଡିଛି। ପଶ୍ଚିମବଙ୍ଗର ଦକ୍ଷିଣ-୨୪ ପରଗାନା ଜିଲାର ବଜ୍‌-ବଜ୍‌ ନିକଟ ଆକଡା ଠାରେ ଏହି ଦୁର୍ଘଟଣା ଘଟିଛି।
କୋଲକାତା ପୋର୍ଟ ଟ୍ରଷ୍ଟ ମୁଖପାତ୍ର ସଞ୍ଜୟ ମୁଖାର୍ଜୀ କହିଛନ୍ତି ଯେ, ଏକ ବାଂଲାଦେଶୀ ଡଙ୍ଗା ଭୁଲ ଦିଗକୁ ଆସି ଆମେ ପଠାଉଥିବା ଜାହାଜକୁ ଧକ୍କା ଦେଇଥିଲା। ଏହାଦ୍ୱାରା ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories