www.samajalive.in
Monday, December 8, 2025
27.1 C
Bhubaneswar

ଅଲ୍‍ ଇଂଲଣ୍ଡ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ : ଭାରତୀୟ ଦଳର ନେତୃତ୍ୱ ନେବେ ପି.ଭି. ସିନ୍ଧୁ

ବର୍ମିଙ୍ଗ୍‍ହାମ୍‍ : ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣର ଆତଙ୍କ ଦେଖାଦେଇଥିବାବେଳେ ବୁଧବାରଠାରୁ ଇଂଲଣ୍ଡର ବର୍ମିଙ୍ଗ୍‍ହାମ୍‍ଠାରେ ଆରମ୍ଭ ହେଉଛି ଅଲ୍‍ ଇଂଲଣ୍ଡ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ। ତେବେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ  ଭାରତୀୟ ବ୍ୟାଡ୍‍ମିଣ୍ଟନ୍‍ ଖେଳାଳୀମାନେ ପ୍ରସ୍ତୁତ ଅଛନ୍ତି।  ବିଶ୍ୱ ମହିଳା ବ୍ୟାଡ୍‍ମିଣ୍ଟନ ଚାମ୍ପିୟନ୍‍ ପି.ଭି. ସିନ୍ଧୁ ଏହି ଦଳର ନେତୃତ୍ୱ ନେଉଛନ୍ତି। ଏହି ଚାମ୍ପିୟନ୍‍ସିପରେ ସିନ୍ଧୁଙ୍କ ବ୍ୟତୀତ ସାଇନା ନେହୱାଲ୍‍, କିଦାମ୍ବୀ ଶ୍ରୀକାନ୍ତ ନିଜର ଉତ୍କର୍ଷ ଖେଳ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବି. ସାଇ ପ୍ରଣୀତ୍‍, ଅଶ୍ୱିନୀ ପୁନାପ୍ପା, ଏନ୍‍. ସିକି ରେଡ୍ଡୀ ଓ ପ୍ରଣବ ଜେରି ଚୋପ୍ରା ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories