www.samajalive.in
Monday, December 8, 2025
27.1 C
Bhubaneswar

ହ୍ରାସ ପାଉଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାରେ ଲାଗିଛି। ସୋମବାରକୁ ମିଶାଇ ଲଗାତାର ୫ମ ଦିନ ପାଇଁ ଏହି ଦର ହ୍ରାସ ପାଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ୭୦ ଟଙ୍କା ୫୯ ପଇସା ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ଏବଂ ମୁମ୍ବଇରେ ଡିଜେଲ ଦର ୨୫ରୁ ୨୬ ପଇସା ଶାସ୍ତାରେ ମିଳୁଛି।

ରବିବାର ଅପେକ୍ଷା ସୋମବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୪ ପଇସା ଶସ୍ତାରେ ମିଳୁଛି। ଗତ ଛଅ ମାସ ମଧ୍ୟରେ ପେଟ୍ରୋଲ ସର୍ବନିମ୍ନ ସ୍ତରରେ ରହିଛି। ଅନ୍ୟପକ୍ଷରେ ଡିଜେଲ ଦର ଗତ ୮ମାସ ମଧ୍ୟରେ ସର୍ବ ନିମ୍ନ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ଆଜି ଡିଜେଲ ଲିଟର ପ୍ରତି ଦର ୬୩ ଟଙ୍କା ୨୬ ପଇସା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories