www.samajalive.in
Monday, December 8, 2025
27.1 C
Bhubaneswar

ଫୋନ୍‌କୁ ସଫା କରିବ ସାନିଟାଇଜର୍

ସ୍ମାର୍ଟଫୋନ୍‌ ବ୍ୟବହାର କାରଣରୁ ବିଭିନ୍ନ ରୋଗ ବ୍ୟାପୁଥିବାର ଅନୁସନ୍ଧାନରୁ ଜଣାପଡ଼ିଛି। ବ୍ରିଟେନ୍‌ସ୍ଥିତ ଏକ କମ୍ପାନୀ ସ୍ମାର୍ଟଫୋନ୍ ନିମନ୍ତେ ବିଶେଷ ଧରଣର ଯନ୍ତ୍ର ତିଆରି କରିଛନ୍ତି। ଏହାର ନାମ ‘ଫୋନ୍ ସପ୍ ସାନିଟାଇଜର୍’ ରଖାଯାଇଛି। ଫୋନ୍‌ରେ ଥିବା ସମସ୍ତ ବ୍ୟାକ୍ଟେରିଆକୁ ଏହା ୧୫ ମିନିଟ୍‌ରେ ଦୂର କରିବା ସହ ବ୍ୟାଟେରି ସରିଲେ ଚାର୍ଜ ମଧ୍ୟ କରେ। ଏହା ଉଭୟ ସାନିଟାଇଜର୍ ଓ ପାୱାରବ୍ୟାଙ୍କ୍‌‌ର କାମ କରୁଥିବାର ଜଣାପଡ଼ିଛି। ଯନ୍ତ୍ରର ମୂଲ୍ୟ ୬ହଜାର ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ କର୍ମଜୀବୀ ଲୋକଙ୍କ ପାଇଁ ଏହା ଉତ୍କୃଷ୍ଟ ଯନ୍ତ୍ର ବୋଲି ଅଧିକାଂଶଙ୍କ ମତ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories