www.samajalive.in
Tuesday, December 9, 2025
17.1 C
Bhubaneswar

ଘରେ କିପରି ସଫା କରିବେ ମେକଅପ୍ ବ୍ରଶ୍ ?

ଆଜିର ସମୟରେ ଉଭୟ ଗୃହିଣୀ ଓ କର୍ମଜୀବୀ ମହିଳା, ସମସ୍ତେ ମେକଅପ୍ ନେବାକୁ ପସନ୍ଦ କରୁଛନ୍ତି। ବଜାର ଗଲେ କିମ୍ବା କୌଣସି ଉତ୍ସବକୁ ଗଲେ, ଆବଶ୍ୟକତା ଅନୁସାରେ ସମସ୍ତେ ମେକଅପ୍ ନେଉଥିବାର ଦେଖାଯାଉଛି।  ମେକଅପ୍ ନେଲେ, ସମସ୍ତଙ୍କ ନିକଟରେ ମେକଅପ୍ ବ୍ରଶ୍ ରହିବା ସାଧାରଣ କଥା। ତେବେ ନିୟମିତ ବ୍ୟବହାରରେ ଏଥିରେ ମେକଅପ୍ ଓ ତ୍ବଚାର ଧୂଳିମଳି ମଧ୍ୟ ଲାଗିଥାଏ। ଏଣୁ ଏହି କାରଣରୁ ତ୍ବଚାରେ ସଙ୍କ୍ରମଣ ହେବା ପୂର୍ବରୁ ମେକଅପ୍ ବ୍ରଶକୁ ଭଲଭାବେ ପରିଷ୍କାର କରାଇନେବା ଆବଶ୍ୟକ। ନିମ୍ନ ପ୍ରକାରେ ସହଜରେ ଘରେ ହିଁ ମେକଅପ୍ ବ୍ରଶ୍ ସଫା କରିପାରିବେ।

– ପ୍ରଥମେ ଏକ ପାତ୍ରରେ ନଖଉଷୁମ ପାଣିନେଇ ସେଥିରେ ମେକଅପ୍ ବ୍ରଶକୁ ବୁଡ଼ାଇ ୫ ରୁ ୭ ମିନିଟ୍ ରଖନ୍ତୁ।

- Advertisement -

– ବେବି ଶ୍ୟାମ୍ପୁ କିମ୍ବା ହେୟାର ଶ୍ୟାମ୍ପୁରୁ ୨-୩ବୁନ୍ଦା ସେହି ପାତ୍ରରେ ପକାଇ ଭଲଭାବରେ ମିଶାଇନେବେ।

– ଏବେ ବ୍ରଶଗୁଡ଼ିକୁ ଭଲଭାବେ ସଫା କରିବାକୁ ଚେଷ୍ଟା କରନ୍ତୁ।କିଛି ସମୟ ପରେ ବ୍ରଶକୁ ସଫା କପଡ଼ା ଉପରେ ରଖି ଫ୍ୟାନ୍ ଚଲାଇ କୌଣସି ଏକ ସ୍ଥାନରେ ଶୁଖାଇନେବେ।

– ମାସକୁ ଥରେ ଏହିଭଳି ଭାବେ ମେକଅପ୍ ବ୍ରଶ୍ ସଫା କରିନେବା ଭଲ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories