www.samajalive.in
Monday, December 8, 2025
17.1 C
Bhubaneswar

ନାଗରିକତା ଆଇନ ବିରୋଧୀ ହିଂସା: ଜେଲରୁ ମୁକୁଳିଲେ ପୂର୍ବତନ ଆଇପିଏସ୍ ଅଧିକାରୀ ଓ କଂଗ୍ରେସ ନେତା

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଘଟିଥିବା ହିଂସାକାଣ୍ଡରେ ଗିରଫ ହୋଇଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ଏସଆର ଦାରାପୁରୀ ଏବଂ କଂଗ୍ରେସ ନେତା ସଦଫ ଜଫର ଜାମିନରେ ମୁକୁଳିଛନ୍ତି।

ଜେଲରୁ ବାହାରକୁ ଆସିବା ପରେ ସଦଫ ଜଫର କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ ସରକାର ଏହି ଆଇନକୁ ପ୍ରତ୍ୟାହାର କରି ନ ନେଇଛନ୍ତି, ସେପର୍ଯ୍ୟନ୍ତ ଆମେ ବିରୋଧ ପ୍ରଦର୍ଶନ ଜାରି ରଖିବୁ। ସେ ଆହୁରି କହିଛନ୍ତି ଯେ, ଜେଲ ଯିବା ଡର ଆମ ମନରୁ ଦୂରେଇ ଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ବୋଲି କଟାକ୍ଷ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories