www.samajalive.in
Monday, December 8, 2025
27.1 C
Bhubaneswar

ପାଗ ମେଘୁଆ; କିଛିକ୍ଷଣ ପାଇଁ ଲୋକେ ଦେଖିଲେ ପରାଗ ଦୃଶ୍ୟ

ଖୁଣ୍ଟା/ବାଲେଶ୍ୱର :  ଆଜି ସୂର୍ଯ୍ୟପରାଗ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଏହି ଦୃଶ୍ୟକୁ ଦେଖିବା ଆରମ୍ଭ କରିଥିଲେ। ମାତ୍ର ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳରେ ସୂର୍ଯ୍ୟପରାଗ ସ୍ୱଳ୍ପ ସମୟ ପାଇଁ ଦେଖିବାକୁ ମିଳିଥିଲା। ପାଗ ମେଘୁଆ ରହିଥିବାରୁ ସୂର୍ଯ୍ୟପରାଗ ଦେଖିବା ସମ୍ଭବ ହୋଇନଥିଲା। ମାତ୍ର ସକାଳ ୯ଟା ୧୨ ମିନିଟରେ କିଛିକ୍ଷଣ ପାଇଁ ଲୋକେ ଏହି ପରାଗର ଦୃଶ୍ୟ ଦେଖିବାକୁ ସୁଯୋଗ ପାଇଥିଲେ।

ସେହିପରି ବାଲେଶ୍ୱର ଜିଲାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ପାଗ ମେଘୁଆ ହୋଇଥିବା କାରଣରୁ ଲୋକେ ପରାଗର ଦୃଶ୍ୟ ଦେଖିବାକୁ ବଞ୍ଚିତ ହୋଇଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories