ଫିରୋଜାବାଦ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଫିରୋଜାବାଦରେ ହୋଇଥିବା ହିଂସାରେ ଜଣେ କନେଷ୍ଟବଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶନିବାର ହିଂସାର ୧୫ ଘଣ୍ଟା ପରେ ଯେତେବେଳେ କନେଷ୍ଟବଳ ନିଜର ପୁଲିସ ପୋଷାକ ଓହ୍ଲାଇଲେ ସେତେବେଳେ ତାଙ୍କର ହୋସ୍ ଉଡିଗଲା। କାରଣ ବୁଲେଟପ୍ରୁଫ୍ ଜ୍ୟାକେଟକୁ ଭେଦ କରି ତାଙ୍କ ସର୍ଟ ପକେଟରେ ଏକ ଗୁଳି ଅଟକି ରହିଥିଲା। ଏହା ଦେଖିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ସର୍ଟ ପକେଟରେ କଏନ ଭର୍ତ୍ତି ପର୍ସ ଥିବାରୁ ଅଳ୍ପକେ ସେ ବର୍ତ୍ତିଯାଇଥିଲା।
Popular Categories



