ସଠିକ ପରିମାଣରେ ଭିଟାମିନ ଓ ପୋଷକ ଯୁକ୍ତ ଖାଦ୍ୟ ନଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷ କରି ଖାଦ୍ୟରେ ଆଇରନର ଅଭାବ ହେଲେ କେଶ ଅଧିକ ଝଡ଼ିବା ସହ ଅନ୍ୟ ସମସ୍ୟା ଦେଖାଦିଏ। କିଛି ସହଜ ଉପାୟ ଦ୍ୱାରା ନିଜ ଖାଦ୍ୟରେ ଆଇରନର ମାତ୍ରାକୁ ସଠିକ ରଖି ହେବ। ଜାଣନ୍ତୁ ତାହା କ’ଣ….
କେଉଁ ଖାଦ୍ୟରେ ଆଇରନ ଅଧିକ ପରିମାଣରେ ଥାଏ ….
ସୋୟାବିନ
ଭାତ
ବାଦାମ
ପନିର
ମାଂସ
ବିନସ
ଡ଼ାଳିମ୍ବ
ଗଜା ମୁଗ
ବିଭିନ୍ନ ପ୍ରକାର ଡ଼ାଲି
ଆଇରନ କମ ହେବାର ଲକ୍ଷଣ –
ଥକ୍କାପଣ
ମୁଣ୍ଡ ବୁଲାଇବା
ଦୁର୍ବଳ ଲାଗିବା
ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା
ତ୍ୱଚା ହଳଦିଆ ହେବା
ଏକାଗ୍ରତା ହ୍ରାସ ପାଇବା
ଆଇରନର ଅଭାବ ପୂରଣ ପାଇଁ ଖାଆନ୍ତୁ ଏହି ଖାଦ୍ୟ
Popular Categories



