ପୁରୀ : ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳର ଜଣେ ଉବେର ଡ୍ରାଇଭରର ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ସୋମବାର ଭୁବନେଶ୍ବରରୁ ଉଦ୍ଧାର କରାଯାଇଛି। ମୃତ ଉବେର ଡ୍ରାଇଭରଙ୍କ ନାମ ସୁନୀଲ ସେଠି। ସୋମବାର ସୁନୀଲଙ୍କ ମୃତଦେହ ସନ୍ଦେହ ଜନକ ଭାବେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଉଦ୍ଧାର କରିଛି।
Popular Categories



