www.samajalive.in
Tuesday, December 9, 2025
17.1 C
Bhubaneswar

କଟକରୁ ଲୁଟେରା ବାବା ଗିରଫ

କଟକ: ପୁରୀଘାଟ ସ୍ଥିତ ବଙ୍ଗାଳି ସାହି ହଜାରୀ ଲେନ୍‌ରୁ ଜଣେ ଲୁଟେରା ବାବା ଗିରଫ ହୋଇଛି। ପୂର୍ବରୁ ବଶୀକରଣ କରି ଗହଣା ଲୁଟ୍ କରୁଥିବା ବାବାଙ୍କ ନାମରେ ଅଭିଯୋଗ ହୋଇଥିଲା। ଆଜି ସ୍ଥାନୀୟ ଲୋକେ ଯୋଜନା କରି ବାବାଙ୍କୁ ହଜାରୀ ଲେନ୍‌କୁ ଡାକିଥିଲେ। ପୁଣି ଲୋକଙ୍କୁ ଫୁସୁଲାଇ ଗହଣା ଲୁଟ୍‌ କରୁଥିବା ​‌ବେଳେ ସ୍ଥାନୀୟ ଲୋକ ତାକୁ କାବୁ କରିଥିଲେ। ପରେ ବାବାଙ୍କୁ ବାନ୍ଧି ପକାଇ ପୁରୀଘାଟ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୁଟେରା ବାବାକୁ ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories