www.samajalive.in
Sunday, December 7, 2025
15.1 C
Bhubaneswar

୬୪ମେଗାପିକ୍ସେଲ କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା “ରେଡମି ନୋଟ-୮ ପ୍ରୋ”

ନୂଆଦିଲ୍ଲୀ : ସିଓମି ଶେଷରେ ସ୍ମାର୍ଟଫୋନ ବଜାରରେ ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ “ରେଡମି ନୋଟ-୮ ପ୍ରୋ”। ଏହା ଭାରତରେ ଲଞ୍ଚ ହେବାକୁ ଯାଉଥିବା ପ୍ରଥମ ସ୍ମାର୍ଟଫୋନ ଯେଉଁଥିରେ ୬୪ମେଗାପିକ୍ସେଲର କ୍ୟାମେରା ସେଟଅପ ଦିଆଯାଇଛି। ଏହାବ୍ୟତୀତ ଏହି ପୋନରେ ଗେମ ଖେଳିବାପାଇଁ କୁଲିଙ୍ଗ ସିଷ୍ଟମ ଓ ଗେମ ମୋଡ ଦିଆଯାଇଛି।
ରେଡମି ନୋଟ-୮ ପ୍ରୋର ୬ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୪ହଜାର ୯୯୯ଟଙ୍କା। ସେହିଭଳି ଏହାର ୬ଜିବି ରାମ+୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୫ହଜାର ୯୯୯ଟଙ୍କା ଏବଂ ୮ଜିବି ରାମ ୧୨୮ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୧୭ହଜାର ୯୯୯ଟଙ୍କା। ଅକ୍ଟୋବର ୨୧ରୁ ଅନଲାଇନଷ୍ଟୋର ଆମାଜନ ଇଣ୍ଡିଆ ଏବଂ ଏମଆଇ ଷ୍ଟୋରରେ ଏହି ଫୋନର ବିକ୍ରି ଆରମ୍ଭ ହେବ।

pic courtesy-soyacincau.com

ଏହି ଫୋନର ବିଶେଷତ୍ବ ବିଷୟରେ କହିଲେ ଏଥିରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଏମଆଇୟୁଆଇ ୧୦ମିଳିବ। ଏହାବ୍ୟତୀତ ଫୋନରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଳେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୩୪୦ପିକ୍ସେଲ। ଫୋନରେ ମିଡିଆଟେକ ହିଲିଓ ଜି୯୦ଟି ପ୍ରୋସେସର ରହିଛି।
ସଂଯୋଗ ପାଇଁ ଫୋନରେ ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲାଭଳି ୪ହଜାର ୫୦୦ଏମ୍ଏଚ୍ ବ୍ୟାଟେରୀ ରହିଛି। ଏହାସହିତ ଏଥିରେ ୧୮ୱାଟର ଚାର୍ଜର ମାଗଣାରେ ମିଳିବ। ଅଡିଓ ପାଇଁ ୩.୫ଏମଏମ ହେଡଫୋନ ଜ୍ୟାକ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories