www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ମା’ ଜଗତଜନନୀଙ୍କ ପାଇଁ ସବୁଠି ଉତ୍ସବମୁଖର… ଆଲୋକ ମାଳାରେ ସଜେଇ ହୋଇଛି ଗାଁଠୁ ସହର… ଆଜି ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ…. ପୀଠରେ ମହାଅଷ୍ଟମୀ… ମା’ଙ୍କ ଚକ୍ଷ୍ୟୁ ଦାନ ସହ ହେବ ନବପତ୍ରିକା ପ୍ରବେଶ… ମା’ଙ୍କ ଆଗମନକୁ ନେଇ ନଦୀ ପଠାରେ ହସୁଛି କାଶତଣ୍ଡି… ସଜେଇ ହେଲାଣି ଧରା…

(୨) ଓଆରଏଚଡିସି ଦୁର୍ନୀତି ମାମଲା… ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍… ତଳକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଗଲେ ହାଇକୋର୍ଟ… ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦେଇଛନ୍ତି ୩ବର୍ଷ ଜେଲଦଣ୍ଡ… ହାଇକୋର୍ଟରୁ ରହିତାଦେଶ ମିଳିଲେ ବଜାୟ ରଖିପାରିବେ ସଦସ୍ୟ ପଦ…

- Advertisement -

ଚର୍ମ ଚକ୍ଷ୍ୟୁରେ ଶ୍ରୀରାମଙ୍କ ଦର୍ଶନ; ଦେଖନ୍ତୁ ଭିଡିଓ

(୩) ବଢ଼ୁଛି ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଡ଼ୁଆ… କାଷ୍ଟିଂ କାଉଚ୍‌ ମାମଲାରେ ଛନ୍ଦି ହୋଇଛନ୍ତି ପ୍ରଯୋଜକ… ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କଲେ ଆବେଦନ… ଅଭିନେତ୍ରୀ କରାଇଦେବାକୁ କହି ଯୁବତୀଙ୍କୁ ଶାରୀରିକ ଶୋଷଣ କରିଥିବା ହୋଇଥିଲା ଅଭିଯୋଗ…

(୪) ଇଣ୍ଡୋନେସିଆରେ ଅଭାବନୀୟ ଘଟଣା… ଫୁଟବଲ ମ୍ୟାଚ ବେଳେ ବଡ଼ ଦଙ୍ଗା… ଚାଲିଗଲା ୧୨୭ଜଣଙ୍କ ଜୀବନ… ମୃତକଙ୍କ ମଧ୍ୟରେ ରହିଛନ୍ତି ଶତାଧିକ ଫ୍ୟାନ ଓ ପୁଲିସ… ଇଷ୍ଟ ଜାଭା ପ୍ରୋଭିନ୍ସର ମଲାଙ୍ଗ ସ୍ଥିତ ଏକ ଷ୍ଟାଡିୟମରେ ମ୍ୟାଚକୁ ନେଇ ଦଙ୍ଗା ହୋଇଥିବା ଅଭିଯୋଗ…

(୫) ୨୦୨୪ ନିର୍ବାଚନ ପାଇଁ ବିଜେଡି କରୁଛି ରଣନୀତି… ଘରେ ଘରେ ପହଞ୍ଚିବାକୁ ପ୍ରୟାସ କରିବ ବିଜୁ ଜନତା ଦଳ… ପଦଯାତ୍ରାର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ… ଗାଁଠୁ ସହର ଯାଏଁ ସବୁଠି ଲୋକଙ୍କ ପାଖରେ ପହଞ୍ଚିବେ ନେତା ଓ କର୍ମୀ…

(୬) ବର୍ଷାରେ ଭିଜିବ ଦଶହରା… ଆଜିଠୁ ଉପକୂଳ ଓଡ଼ିଶାରେ ବଢିବ ବର୍ଷାର ପରିମାଣ… ୪ଦିନ ଯାଏଁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷିବା ସମ୍ଭାବନା… ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର… କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଛେଚି ପାରେ…

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories