www.samajalive.in
Monday, December 8, 2025
27.1 C
Bhubaneswar

ଜୁଆ ଆଡ୍ଡାରେ ଚଢାଉ: ୮ ଜୁଆଡି ଗିରଫ, ୩୬ ହଜାର ଟଙ୍କା ଜବତ

ଗୋପାଳପୁର: କନିଷି ହାଟ ସନ୍ନିକଟ ଲକ୍ଷ୍ମୀନୃସିଂହ ସାହିରେ ଗତ କିଛି ମାସ ଧରି ଚାଲିଥିବା ଏକ ଜୁଆ ଆଡ୍ଡାରେ ଗୋଳନ୍ଥରା ପୁଲିସ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସେଠାରୁ ପୁଲିସ ୮ ଜୁଆଡିଙ୍କୁ ଗିରଫ କରିବା ସହ ୩୬ ହଜାର ୮୦୦ ଟଙ୍କା ଏବଂ ୯ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିକିଟିର ଭୀମସେନ ବେହେରା, ବ୍ରହ୍ମପୁର ନିରାକରଣ ନଗରର‌ ଗୋପୀନାଥ ପ୍ରଧାନ ଓ ପିତବାସ ସାହୁ, ବେନ୍ଧାଳିଆର ବିଭୂତି ଭୂଷଣ ପାଢ଼ୀ, ଚିକିଟିର ସୁରେନ୍ଦ୍ର ନାଥ ବେହେରା ଓ ସିମାଞ୍ଚଳ ପ୍ରଧାନ, କନିଷିର କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, କେ. ନୂଆଗାଁର ରତନା ବେହେରା ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories