ମହିଳା ସଂରକ୍ଷଣ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ.. ଆଇନରେ ପରିଣତ ହେଲା ନାରୀ ଶକ୍ତି ବନ୍ଦନ ଅଧିନିୟମ..
୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ(ପିଏଚଡ଼ି) ଏଷ୍ଟିମେଟର ରମାକାନ୍ତ ମଲ୍ଲିକ..
ପାକିସ୍ତାନର ବଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ଘଟଣା.. ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି..
ରତ୍ନଭଣ୍ଡାର ସମ୍ପର୍କିତ ମାମଲା.. ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ..
ସେପ୍ଟେମ୍ବରରେ ଭଲ ବର୍ଷା ସତ୍ତ୍ବେ ୩ ଜିଲାରେ ନିଅଣ୍ଟିଆ ବର୍ଷା.. ୩ଟି ଜିଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା.. ନବରଙ୍ଗପୁର, ପୁରୀ ଏବଂ କେନ୍ଦ୍ରାପଡାରେ ନିଅଣ୍ଟିଆ ବର୍ଷା..
ବାଲେଶ୍ୱରରେ ପୋଖରୀରେ ବୁଡି ୨ ନାବାଳିକା ମୃତ..
କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ .. ୪ ଘଣ୍ଟା ପରେ ଲିଭିଲା ନିଆଁ..
କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା .. ୩ ମୃତ..
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ..
ଆସୁଛି ବଡ ବର୍ଷା.. ପାଣିପାଗ ବିଭାଗ ପକ୍ଷରୁ ସୂଚନା ..



