www.samajalive.in
Sunday, December 7, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଯାଜପୁର ମଙ୍ଗଳପୁର ଥାନା ମିଜାମପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ଡ.. ପାରିବାରିକ କଳହରୁ ଛୁରିରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ.. ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ..

ଶ୍ରୀଲଙ୍କାକୁ ବ୍ରେକ୍‌ ଦେଲେ ପରାଗ୍‌.. ଭାରତ ପାଇଁ ୨୪୯ ରନ୍‌ର ଟାର୍ଗେଟ୍‌

- Advertisement -

ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଢାକାରୁ ଫେରିଲେ ୨୦୫ ଭାରତୀୟ..

ଦେବୀ ନଦୀରେ ଭାସିଯାଇ ଯୁବକ ନିଖୋଜ.. ମାଛଗାଁ ନିକଟରେ ନଦୀରେ ଭାସିଯାଇ ଯୁବକ ନିଖୋଜ.. ଯୁବକଙ୍କ ପରିଚୟ ମିଳିପାରିନି.. ଅଗ୍ନିଶମ ବାହିନୀର ସନ୍ଧାନ ଜାରି..

ଇଡି କାର୍ଯ୍ୟକଳାପକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ..

ଜାତୀୟ ହସ୍ତତନ୍ତ ଦିବସ.. ହସ୍ତତନ୍ତ ପିନ୍ଧିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ..

ବିନେଶ୍‌ ଫୋଗତ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି..

ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି.. ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି.. ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ଆସୁଛି ଆଉ ଏକ ଲଘୁଚାପ.. ଗୋଟିଏ ପରେ ଗୋଟିଏ ଧାଡିବାନ୍ଧି ଆସିବାରେ ଲାଗିଛି ଲଘୁଚାପ.. ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା.. ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ..

ହଟିଲା ଫାଇଭ୍‌-ଟି ଚାର୍ଟର.. କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର..

ନେପାଳର ନୂଓ୍ବାକୋଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ..

ପ୍ୟାରିସ୍‌ ଅଲମ୍ପିକ୍ସ: ବିନେଶ୍‌ ଫୋଗଟ୍‌ ଅଯୋଗ୍ୟ ଘୋଷିତ.. ଧାର୍ଯ୍ୟଠାରୁ ଅଧିକ ଓଜନ ହେବାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସୂଚନା..

ଶେଖ୍ ହସିନାଙ୍କ ଇସ୍ତଫା ପରେ ପ୍ରଥମ ପ୍ରତିକ୍ରିୟା ଦେଲା ପାକିସ୍ତାନ.. ପାକିସ୍ତାନ ସରକାର ଏବଂ ଜନତା ଏକଜୁଟ ହୋଇ ବାଂଲାଦେଶ ସହିତ ଛିଡ଼ା ହୋଇଛନ୍ତି ବୋଲି କହିଲା ପାକ୍ ବିଦେଶ ମନ୍ତ୍ରଣାଳୟ..

ଓଡ଼ିଆ ଆଇପିଏସ୍‌ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁ ହେଲେ ଜାମ୍ମୁକଶ୍ମୀର ଡିଜିପି..

 

 

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories