ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରିୟଙ୍କା ଗାନ୍ଧୀ..
ରତ୍ନଭଣ୍ଡାର ଖୋଲିବା ଓ ଗଣତି ନେଇ ଆବେଦନ ମାମଲା.. ୪ ସପ୍ତାହ ମଧ୍ୟରେ ଗଠନ ହେବ କମିଟି.. ନିଯୁକ୍ତ ହେବେ କମିଟି ଅଧ୍ୟକ୍ଷ, ୪ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି..
୩ୟ ଟେଷ୍ଟ: ଦ୍ବିତୀୟ ଦିନ ସୁଦ୍ଧା ଇଂଲଣ୍ଡର ସ୍କୋର ୨୦୭/୨, ଭାରତ ଠାରୁ ୨୩୮ ରନ୍ ପଛରେ..
ମାହାଙ୍ଗା ଡବଲ ମର୍ଡର ମାମଲା: ଶୁଣାଣିରୁ ଓହରିଲେ ବିଚାରପତି, ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି..
ଆଇଆଇଟି ଦିଲ୍ଲୀର ହଷ୍ଟେଲ୍ ରୁମ୍ରୁ ମିଳିଲା ଏମ୍ଟେକ୍ ଛାତ୍ରଙ୍କ ମୃତଦେହ..
ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢ଼ଉ: ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରୁ ୯ ଲକ୍ଷ ଟଙ୍କା ଓ ଫର୍ଚ୍ୟୁନର କାର ଜବତ..
ପାରାଦୀପରେ ତିନିଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ..
ବିଜେଡିରେ ମିଶିଲେ ଢେଙ୍କାନାଳର ଖ୍ୟାତନାମା ଡାକ୍ତର ଅବିନାଶ ସାମଲ..
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ..
ଶନିବାରଠାରୁ ଉପରମୁହାଁ ହେବ ପାରଦ.. ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ..
ସମ୍ବଲପୁର : ଗୁଳି ମାଡ କରି ଦୋକାନରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ..
ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତିର ସମୀକ୍ଷା କଲେ ସିଇସି ରାଜୀବ କୁମାର..
ଶୁକ୍ରବାରଠୁ +୨ ପରୀକ୍ଷା.. ପରୀକ୍ଷା ଦେଲେ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ.. ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା..



