ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର.. ଏଣିକି ମାସିକ ପାଇବେ ୧୦ ହଜାର ଟଙ୍କା..
କ୍ୟାବିନେଟ ନିଷ୍ପତ୍ତି.. ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର..
ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ.. ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ‘ମୋର ପ୍ରଥମ ଭୋଟ ଦେଶ ପାଇଁ’ ଅଭିଯାନ..
ବଙ୍ଗୋପସାଗର ତଟବର୍ତ୍ତୀ ଅଂଚଳରେ ଭୂକମ୍ପ ଅନୁଭୂତ..
୧୦ ଦିନିଆ ରିମାଣ୍ଡରେ ଗଲେ ଶାଜାହାନ ଶେଖ୍..
ହ୍ବିଲ୍ଚେୟାର୍ ସହାୟକ ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ମାମଲା.. ଏୟାର ଇଣ୍ଡିଆ ଉପରେ ଲାଗିଲା ୩୦ ଲକ୍ଷ ଟଙ୍କାର ଜରିମାନା..
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ..
ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ କମିଟି ଗଠନ.. ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ..
ବିଜେପିରେ ସାମିଲ ହେଲେ ପ୍ରଶାନ୍ତ ଜଗଦ୍ଦେବ..
ଭୁବନେଶ୍ୱର: ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ.. ୯ ଅଭିଯୁକ୍ତଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ୱାଡ୍.. ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରେ ଲୁଟ୍ କରି ଆତଙ୍କ ଖେଳାଇଥିଲେ ..
ମାର୍ଚ୍ଚ ୫ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ପ୍ରଧାନମନ୍ତ୍ରୀ ଆସିବା ନେଇ ସହ ପ୍ରଭାରୀ ଲତା ଉସେଣ୍ଡଙ୍କ ସୂଚନା..
ମହଙ୍ଗା ପଡିଲା ବିଶୃଙ୍ଗଳିତ ଆଚରଣ.. ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର..
ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..
ସମ୍ବଲପୁରରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା.. ବସ୍ ହେଲପର୍ ମୃତ, ୧୦ରୁ ଅଧିକ ଆହତ..
ଭୋପାଳରେ ଘାଟିକୁ ଖସିଲା ପିକଅପ୍ ଭ୍ୟାନ୍.. ୧୪ ମୃତ, ୨୦ ଆହତ..
କୁହୁଡି ହେଲା କାଳ : ଗଞ୍ଜାମ ଖଲ୍ଲିକୋଟରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୦ ଜଣ ଗୁରୁତର..
ଲାଞ୍ଚ ନେଇ ଧରାପଡିଲେ ରାଉରକେଲା ଜେଲ ରୋଡରେ ଥିବା ଇଏସଆଇ ହସ୍ପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ..



